ଉତରା

ଉଇକିଅଭିଧାନ‌ରୁ

ବିଶେଷ୍ୟ (ଦେଶଜ)[ସମ୍ପାଦନା]

  • ଉତୁରିବା କ୍ରିୟା
  • ଅନୁବାଦ କର୍ମ

ବିଶେଷଣ (ଦେଶଜ)[ସମ୍ପାଦନା]

  • ଉତୁରୁଥିବା
  • ଅନୁବାଦିତ
  • ଉଦ୍ଧୃତ

ବିଶେଷଣ (ଗ୍ରାମଜ)[ସମ୍ପାଦନା]

  • ଉତ୍ତରଦିଗ ସମ୍ବନ୍ଧୀୟ