Jump to content
- ଉଦ୍= ଉପରକୁ+ ଘଟ ଧାତୁ ଣିଚ, ଘାଟି ଧାତୁ= ଟେକିବା+ ଭାବ. ଅନ
- ଉଦ୍ ଘାଟିତ- ବିଶେଷଣ
- କୂଅରୁ ପାଣି କାଢିବାର ପାତ୍ର ବା ଯନ୍ତ୍ର
- ଉନ୍ମୋଚନ; ମେଲାଇବା
- ମୁକୁଳାଇବା; ମୁକ୍ତକରିବା
- ତେଣ୍ଡା ( A contrivance for drawing water from a deep place )
- ପ୍ରକାଶନ
- ପରର ଦୋଷକୁ ସାଧାରଣରେ ପ୍ରକାଶକରିବା
- ↑ ପୂର୍ଣ୍ଣଚନ୍ଦ୍ରଭାଷକୋଷ, ପୃଷ୍ଠା- ୯୭୮