କଂଶବଣିକ
ଦେଖଣା
କଂଶବଣିକ —
ଉଚ୍ଚାରଣ: Kaṁṡabaṇik
ସଂ. ବି. ( ୬: ଷ୍ଠୀ ତତ୍; କଂଶ+ବଣିକ) —
୧: କଂଶକାର; କଂଶାରୀ —୧. A brazier.
୨: ଯେ କଂଶା ବାସନ ବେପାର କରେ — ୨. A trader in bellmetal.
କଂଶବଣିକ —
ଉଚ୍ଚାରଣ: Kaṁṡabaṇik
ସଂ. ବି. ( ୬: ଷ୍ଠୀ ତତ୍; କଂଶ+ବଣିକ) —
୧: କଂଶକାର; କଂଶାରୀ —୧. A brazier.
୨: ଯେ କଂଶା ବାସନ ବେପାର କରେ — ୨. A trader in bellmetal.