କଂଶହା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଂଶହା
ଉଚ୍ଚାରଣ: Kaṁṡahā

ସଂ. ବି. (କଂଶ+ହନ୍ ଧାତୁ=ବଧ କରିବା+କର୍ତ୍ତୃ କ୍ବିପ୍; ଯେ କଂଶକୁ ବଧ କରିଥିଲେ) —

ଶ୍ରୀକୃଷ୍ଣ — Ṡrīkṛushṇa.