କଂସାରି

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଂସାରି
ଉଚ୍ଚାରଣ: Kaṁsāri
ছাগলখুরী दोपतीलता

ସଂ. ବି. ( ୬: ଷ୍ଠୀ ତତ୍; କଂସ+ଅରି =ଶତ୍ରୁ) —

ଶ୍ରୀକୃଷ୍ଣ — Ṡrīkṛushṇa.

ଦେ. ବି. (ସଂ. କଂସକାର) —

୧: କଂଶକାର (ଦେଖ) ୧. Kaṁṡakāra (See)

କଂସାରି ଘରର ପାରା, କୁଲା ଢାଉଁ ଢାଉଁ ଡରା—ନ୍ଯାୟ

୨: ବାଲିରେ ମାଡ଼ିଥିବା କଳମ୍ବାଦି ବର୍ଗର ଏକପ୍ରକାର ଲତା, ଏହାର ପତ୍ର ଛେଳି ଖୁରା ପରି ମଝିରେ ଖଣ୍ଡିତ, ଫୁଲ ଆନୀଳ ରକ୍ତ; କଇଁସାରି ଲତା —୨. The goat's foot creeper; Ipomœā Bilobā Convulvulus Pes-capræ (Kirtikar)

[ଦ୍ର—ଏ ଲତା ଲମ୍ବା ଓ ସଳଖ; ବାଲିରେ ଲଟାଇ କରି ମାଡ଼େ ଏହାର ପତ୍ର ଗୁଡ଼ିକର ଆକୃତି ପ୍ରାୟ ୧/?/: ଇଞ୍ଚ X ୧/?/: ଇଞ୍ଚ; ଲମ୍ବରୁ ଓସାର ଟିକିଏ ବେଶି ଏହି ଲତାର ଫୁଲ ଗୋଲାପ ଫୁଲ ପରି , ମାତ୍ର ଚକଚକିଆ; ଏହା ସମୁଦ୍ରପନ୍ତାର ବାଲି ଉପରେ ବଢ଼େ; ଏ ଲତା ଖୁବ ଚେମଡ଼ା ଓ ଏଥିରେ ଲଇ ହୁଏ ]