କଅଁଳକୁହା
ଦେଖଣା
କଅଁଳକୁହା —
ଉଚ୍ଚାରଣ: Kaañḻakuhā
କଅଁଳକହୀ, କଅଁଳକୁହୀସ୍ତ୍ରୀ.
খোসামদিআ चापलुस
ଦେ. ବିଣ. ପୁଂ. (ସଂ. କୋମଳ+କଥ୍ ଧାତୁ) —
୧: ୟେଉଁ ବ୍ୟକ୍ତି ମନରେ କପଟ ରଖି ତୁଣ୍ଡରେ ମଧୁର କଥା କହେ —୧. Uttering sweet words; coaxing; sweet speaking.
୨: ଖୋସାମଦିଆ; ଚାଟୁକାର —୨. Flattering.
ଦେ. ବି —
କୋମଳ ବଚନ କହିବା — Speaking of sweet words.