କଅଁଳକୁହା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଅଁଳକୁହା
ଉଚ୍ଚାରଣ: Kaañḻakuhā

କଅଁଳକହୀ, କଅଁଳକୁହୀସ୍ତ୍ରୀ.

খোসামদিআ चापलुस

ଦେ. ବିଣ. ପୁଂ. (ସଂ. କୋମଳ+କଥ୍ ଧାତୁ) —

୧: ୟେଉଁ ବ୍ୟକ୍ତି ମନରେ କପଟ ରଖି ତୁଣ୍ଡରେ ମଧୁର କଥା କହେ —୧. Uttering sweet words; coaxing; sweet speaking.

୨: ଖୋସାମଦିଆ; ଚାଟୁକାର —୨. Flattering.

ଦେ. ବି —

କୋମଳ ବଚନ କହିବା — Speaking of sweet words.