କଅଁଳ ବେଉଷା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଅଁଳ ବେଉଷା
ଉଚ୍ଚାରଣ: Kaañḻa beushā

ଗ୍ରା. ବି. —

ଧାନ ଗଛ ଗଜା ଅପେକ୍ଷା ବଡ଼ ଏବଂ କଅଁଳ ହୋଇଥିବା ଅବସ୍ଥାରେ ବେଉଷଣ କରାୟିବା — Puddling of paddy-plants while still tender.