କଇଁ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଇଁ
ଉଚ୍ଚାରଣ: Kaiñ
ସଂ. କୁମୁଦ; କୁମୁଦବତୀ;

କୁମୁଦିନୀ; କୁବଳୟ;କୈରବ;

ସୌଗନ୍ଧକ;କହ୍ଲାର ছোটপুংদিচ; পুম্কী कोइ; वघोला;

नरगिस्; कमोदिनो ଗୁ. କମଳଫୁଲ

ତେ. କୁଲୁବପୁବୁଲୁ; କୋଦିଗା;

ଏରଗାବୁଂଡ଼ି;

ବୁଲୁବୁଲୁଣ୍ଡେକୋଲିନୁ

ମ. ପାଁଟରେଁଉତ୍ପଳ

ଦେ. ବି. (ସଂ. କୁମୁଦ) —

ଶ୍ବେତୋତ୍ପଳ; ଉତ୍ପଳ; କୁମୁଦ — Water-lily; Nymphœa lotus.

[ଦ୍ର—ଏହା ପାଣିରେ ଫୁଟୁବା ଲମ୍ବ ନାଡ଼ଯୁକ୍ତ ପଦ୍ମ ପରି ଫୁଲ ଏହା ରାତିରେ ଫୁଟେ ଚାରି ପ୍ରକାରର କଇଁ— ଫୁଲ ଅଛି ଯଥା— ୧: ଧଳା ବା ଘୋ଼ଡ଼ା କଇଁ; ୨: ନାଲି କଇଁ; ୩: ଛୋଟ କଇଁ ଓ ୪: ନେଳି ବା ସୁବୁଧି କଇଁ ଏଥି ମଧ୍ୟରୁ ନେଳି କଇଁ ସବୁଠାରୁ ଛୋଟ ବୈଦ୍ୟଶାସ୍ତ୍ର ମତରେ ଏହାର ପଦ୍ମପରି ଗୁଣ; ଏହାର ପତ୍ର ପଦ୍ମ ପତ୍ର ପରି କିନ୍ତୁ ପାତଳା ଓ ମସୃଣ]