କଇଁଚିଆ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଇଁଚିଆ
ଉଚ୍ଚାରଣ: Kaiñchiā

ଦେ. ବିଣ. (ସଂ. କଚ୍ଛପିକା) —

କଇଁଚ ପରି ଆକୃତିବିଶିଷ୍ଟ — Shaped like a tortoise.

ଦେ. ବି. —

ଉଦର ମଧ୍ୟରେ ଆବୁ ହୋଇ ଉଦରକୁ କଇଁଚ ପରି ଫୁଲାଇ ଦେବା ରୋଗବିଶେଷ —A disease causng swelling of the abdomen; abdominal tumour.