କଇଁଜର

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଇଁଜର
ଉଚ୍ଚାରଣ: Kaiñjaāra

ପ୍ରାଦେ. (ଗଡ଼ଜାତ) ବି —

୧: କଳା କୁକୁଡ଼ାପରି ପକ୍ଷୀ (ଏମାନେ ପାଣିକୂଳରେ ବାସ କରନ୍ତି ଓ ରାତିରେ ବୋବାନ୍ତି କନ୍ଧ ଓ ଗଉଡ଼ମାନେ ଏମାନଙ୍କର ମାଂସ ଖାଆନ୍ତି —୧. A kind of black wood-cock.

୨: ଦୁଇ ହାତ ଉଚ୍ଚ ଏକପ୍ରକାର ବନ୍ୟ ଶାଗ ଗଛ (ଏହାର ପତ୍ର ଦୁଦୁରା ପତ୍ରପରି) —୨. A kind of shrub.