କଇଁବେଣ୍ଟ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଇଁବେଣ୍ଟ
ଉଚ୍ଚାରଣ: Kaiñbeṇṭa

ଦେ. ବି. (ସଂ. କୁମୁଦ + ବୃନ୍ତ) —

୧: କଇଁ ଫୁଲର ଗୋଲାକାର ବୀଜକୋଷ (ଏଥି ମଧ୍ୟରେ ସୋରିଷପରି ଛୋଟ ଛୋଟ ଅନେକଗୁଡ଼ିଏ ମଞ୍ଜି ଥାଏ ଏହି ମଞ୍ଜିଗୁଡ଼ିକ ଭାଜି ଖଇ ରୂପେ ଖିଆ ୟାଏ ଏହା କଇଁଫୁଲର ଫଳ ଅଟେ) —୧. The fruits of the water-lily.

୨: କଇଁଫୁଲର ବୀଜକୋଷ ମଧ୍ୟରେ ଥିବା ମଞ୍ଜି — ୨. The seeds of the water-lily.