କଇଁବେଣ୍ଟ
ଦେଖଣା
କଇଁବେଣ୍ଟ —
ଉଚ୍ଚାରଣ: Kaiñbeṇṭa
ଦେ. ବି. (ସଂ. କୁମୁଦ + ବୃନ୍ତ) —
୧: କଇଁ ଫୁଲର ଗୋଲାକାର ବୀଜକୋଷ (ଏଥି ମଧ୍ୟରେ ସୋରିଷପରି ଛୋଟ ଛୋଟ ଅନେକଗୁଡ଼ିଏ ମଞ୍ଜି ଥାଏ ଏହି ମଞ୍ଜିଗୁଡ଼ିକ ଭାଜି ଖଇ ରୂପେ ଖିଆ ୟାଏ ଏହା କଇଁଫୁଲର ଫଳ ଅଟେ) —୧. The fruits of the water-lily.
୨: କଇଁଫୁଲର ବୀଜକୋଷ ମଧ୍ୟରେ ଥିବା ମଞ୍ଜି — ୨. The seeds of the water-lily.