କଇରୀ
ଦେଖଣା
କଇରୀ —
ଉଚ୍ଚାରଣ: Kairī
ପ୍ରାଦେ. (ସମ୍ବଲପୁର) ବିଣ. ସ୍ତ୍ରୀ —
କଇରାର ସ୍ତ୍ରୀଲିଙ୍ଗ — Feminine of Kairā
ଦେ. ବି. —
ଧାନ ଆଦି ରଖିବା ପାଇଁ ବାଉଁଶ କିମ୍ବା ବେତବୁଣା ବଡ଼ ଓ ଗଭୀର ଆଧାର; କୋଡ଼ମେଇ — A large receptacle of cane or bamboo wicker-work for storing grain.