କଉକଉଆ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଉକଉଆ
ଉଚ୍ଚାରଣ: Kaukauā
ସଂ. କେମୁକ,କେବୁକ,ପେଚୁ,ପେଚିକା,ଦଳସାରିଣୀ কেউঁ (মূল) केउआ ମ. କୋବୀ

ଆ. କନ୍ଦକଲବ

ଫା. କଲମ୍

ଦେ. ବି. (ସଂ. କେମୁକ) —

ଦଳଦୀଜାତୀୟ ବନ୍ୟଶାକ— ବିଶେଷ —Costus Speciosus Alpina.

[ଦ୍ର—ଏହା ପ୍ରାୟ ମଣିଷେ ଉଚ୍ଚ ବଢ଼େ; ସାପର କୁଣ୍ଡ଼ଳୀ ଭଳି ଏହାର ପତ୍ର ମୋଡ଼ିମୋଡ଼ିକା, ଫଳ ତିନିପାଖୁଡ଼ିଆ, ଫୁଲ ଧଳା ଓ ବଡ଼, ଏହାର ମୂଳ ଔଷଧରେ ଲାଗେ; ଏହା କଫ, ପିତ୍ତ, ଜ୍ବର, କୁଷ୍ଠ, କାଶ, ପ୍ରମେହ ଓ ରକ୍ତଦୁଷ୍ଟିନାଶକ]