କଉକନା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଉକନା
ଉଚ୍ଚାରଣ: Kaukanā

ଦେ. ବି. —

ନଖ ତଳୁ ବା ନଖଦଶିରୁ ଉଠିଥିବା କ୍ଷୁଦ୍ର ଚର୍ମ ଖଣ୍ଡ —Small strips of skin coming out from the base of the finger-nails.