କଉଡ଼ିମାଳ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଉଡ଼ିମାଳ
ଉଚ୍ଚାରଣ: Kauṟḍ̠imāḻa

ଦେ. ବି. (ସଂ. କପର୍ଦ୍ଦ ଓ ମାଳା) —

୧: କଉଡ଼ି ପେଟରେ ସୂତା ଗଳାଇ ଗୁନ୍ଥାୟିବା ହାର —୧. A necklace of shells.

୨: କଉଡ଼ି ପରି ଆକାରର ଗୁଳିରେ ଗୁନ୍ଥା ସୁନାର ହାର — ୨. A gold necklace whose beads resemble shells in shape.