କଉପ
ଦେଖଣା
କଉପ —
ଉଚ୍ଚାରଣ: kaupa
ଦେ. (ପ୍ରାଚୀନ ପଦ୍ୟ) (ସଂ. କୌଶେୟ?) ବି. —
କ୍ଷୁଦ୍ର ଶୀତବସ୍ତ୍ର— ବିଶେଷ —A kind of warm dress.
କଉଶେୟ କଉପ ଅଙ୍ଗେ ଦେଇ କମନୀୟ ଶିରତ୍ରାଣ ଲଗାଇ ଦୀନକୃଷ୍ଣ, ରସକଲ୍ଲୋଳ