କଉପୁନିଆଁ

ଉଇକିଅଭିଧାନ ରୁ
Jump to navigation Jump to search

ଶବ୍ଦାର୍ଥ:

କଉପୁନିଆଁ
ଉଚ୍ଚାରଣ: Kaupuniāñ

ଦେ. ବିଣ. (ସଂ. କୌପୀନଧାରୀ) —

ଯେଉଁ ଲୋକ କଉପୁନି ମାରିଥାଏ — Wearing a narrow strip of rag along the private parts.