କଏ
ଦେଖଣା
କଏ —
ଉଚ୍ଚାରଣ: Kae
ପ୍ରାଦେ. (ସମ୍ବଲପୁର) ସର୍ବ. (ସଂ. କିମ୍) ପ୍ରଶ୍ନାର୍ଥକ —
କି; କଅଣ; କେଉଁ? — What; which?
(ଯଥା—ଶିଶୁଙ୍କୁ ପ୍ରଶ୍ନ—ନଏଦ୍ ତରାତରା କଏ ଗଛ? କହ; ଏଥିର ଉତ୍ତର—'କହ'(=ଅର୍ଜୁନ ଗଛ))