କଏ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଏ
ଉଚ୍ଚାରଣ: Kae

ପ୍ରାଦେ. (ସମ୍ବଲପୁର) ସର୍ବ. (ସଂ. କିମ୍) ପ୍ରଶ୍ନାର୍ଥକ —

କି; କଅଣ; କେଉଁ? — What; which?

(ଯଥା—ଶିଶୁଙ୍କୁ ପ୍ରଶ୍ନ—ନଏଦ୍ ତରାତରା କଏ ଗଛ? କହ; ଏଥିର ଉତ୍ତର—'କହ'(=ଅର୍ଜୁନ ଗଛ))