କଏବାର
ଦେଖଣା
କଏବାର —
ଉଚ୍ଚାରଣ: Kaebāra
ଦେ. (ପ୍ରାଚୀନ ପଦ୍ୟ) ବି —
୧: ସ୍ତୁତିପାଠ; ଜେଜେକାର; ୟଶୋଗାନ —୧. Recital of praise; Eulogizing; panegyrics.
ଯାତ୍ରାବେଳେ କଏବାର କରନ୍ତିଟି ନାରୀ—ସାରଳା, ମହାଭାରତ, ବିରାଟ
୨: ସ୍ତୁତିପାଠକ; ଭାଟ — ୨. Herald; bard.