କକଟୀ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କକଟୀ
ଉଚ୍ଚାରଣ: Karkaṭī

ସଂ. ବି. ସ୍ତ୍ରୀ. (କର୍କଟ+ସ୍ତ୍ରୀ. ଈ) —

୧: ମାଈ କଙ୍କଡ଼ା —୧. Female crab.

୨: କାକୁଡ଼ି ଫଳ — ୨. Cucumber; Cucumis Utilissimus.

୩: କଳସି; ଘଡ଼ି; ଲୋଟା; ଢାଳ — ୩. A small water jar or jug.

୪: ସର୍ପୀବିଶେଷ; କଟକଟିଆ ନାଗୁଣୀ — ୪. A kind of female serpent emitting a rattling sound.