କକଡ଼ା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କକଡ଼ା
ଉଚ୍ଚାରଣ: Kakaṟḍ̠ā
কাঁকড়া केकड़ा

ଦେ. ବି. (ସଂ. କର୍କଟ) —

୧: କଙ୍କଡ଼ା (ଦେଖ) ୧. Kaṅkaṟḍ̠ā (See)

୨: କର୍କଟରାଶି — ୨. Name of a zodiac sign.

୩: ସୌରମାନ ଶ୍ରାବଣ ମାସ — ୩. The solar month of Ṡrābaṇa.

୪: ବେଣିମଞ୍ଜ (ଦେଖ) ୪. Beṇiman̄ja (See)