କକଡ଼ାଶୃଙ୍ଗୀ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କକଡ଼ାଶୃଙ୍ଗୀ
ଉଚ୍ଚାରଣ: Kakaṟḍ̠āṡṛuṅgī
ସଂ. ଶଙ୍ଗୀ; କର୍କଟଶୃଙ୍ଗୀ;

କୁଳୀର ବିଷାଣିକା;

ଅଜଶୃଙ୍ଗୀ; ଚକ୍ର;

କର୍କଟାକ୍ଷା ককড়াশৃঙ্গী

ককড়াশিঙ্গী कक्कड़ाशिँघि

कक्कड़शिँघि; ककड़ाश्रडी ତା. କକ୍କଟଶିଙ୍ଗୀ

ମରହଟ୍ଟି. କକଡ଼ାସିଙ୍ଗି

ତେ. କକଡ଼ଶିଘିଂ;

କର୍କଟାଶୃଙ୍ଗୀ

ଦେ. ବି. (ସଂ. କର୍କଟଶୃଙ୍ଗୀ) —

ଭାରତର ଉତ୍ତର— ପଶ୍ଚିମ ପ୍ରାନ୍ତର ବୃକ୍ଷବିଶେଷ ଏହାର ପତ୍ରରେ ଏକଜାତୀୟ ପୋକ ୮୯: ଆଙ୍ଗୁଳ ଲମ୍ବା ଛେଳିଶିଙ୍ଗ ଭଳି ଗୋଟିଏ ଆବୁ (gall) ତିଆରି କରନ୍ତି ଏହା ଔଷଧରେ ବ୍ୟବହୃତ ହୁଏ ଓ ଏହି ଆବୁର ନାମ କକଡ଼ାଶୃଙ୍ଗୀ — Rhus Succedanea; Pistacia; Īntegerimma.

[ଦ୍ର—ଏହା କଷାୟ, ତିକ୍ତରସ, ଉଷ୍ଣବୀର୍ୟ୍ୟ; ଏହା କଫ, ବାୟୂ, କ୍ଷୟ, ଜ୍ବର, ଶ୍ବାସ, ଊର୍ଦ୍ଧ୍ଵବାତ, ତୃଷ୍ଣା, କାଶ, ହିକ୍କା, ଅରୁଚି ଓ ବମନ ନାଶ କରେ ଏହାର ଅଧିକ ମାତ୍ରା ବିଷାକ୍ତ ଏହାର ଚୂର୍ଣ୍ଣକୁ ଦୁଗ୍ଧ ସଙ୍ଗେ ସେବନ କରି ଦୁଗ୍ଧ, ଘୃତ ଓ ଚିନି ମିଶ୍ରିତ ଅନ୍ନ ଭୋଜନ କଲେ ସ୍ତ୍ରୀସମ୍ଭୋଗରେ ବୃକ୍ଷଭ ପରି ବଳ ଆସେ]