କକାରାଦିକ୍ରମ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କକାରାଦିକ୍ରମ
ଉଚ୍ଚାରଣ: Kakārādikrama

ସଂ. ବି. (କର୍ମଧା; କକାର+ଆଦି+କ୍ରମ) —

କ ଠାରୁ ଆରମ୍ଭ କରି କ୍ଷ ପର୍ଯ୍ୟନ୍ତ ଅକ୍ଷରମାନ ଲେଖାୟିବାର ଧାରାବାହିକ ପ୍ରଣାଳୀ — Alphabetical order beginning from 'ka'.