କକୁଆ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କକୁଆ
ଉଚ୍ଚାରଣ: Kakuā

ଦେ. ବି. —

୧: କୋକେଇ; ଶ୍ମସାନକୁ ମୁର୍ଦ୍ଦାର ନିଆୟିବା ପାଇଁ ନିଶୁଣୀ ପରି ବନ୍ଧା ହୋଇଥିବା ଛଅ ଖଣ୍ଡି ବାଉଁଶ — ୧. Indian coffin; a ladder-like framework for carrying a corpse tothe cremation ground.

୨: କକ (ଦେଖ) ୨. Kaka (See)

୩: ହଠାତ୍ ଉପସ୍ଥିତ କଳ୍ପିତ ଭୟ — ୩. Suddenly appearing frightful object; scare.

ପ୍ରାଦେ. (ବସ୍ତର) ବି. (ସଂ. କଙ୍କରିକା) —

ପାନିଆଁ — Comb.