କକୁତ୍ସ୍ଥ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କକୁତ୍ସ୍ଥ
ଉଚ୍ଚାରଣ: Kakutstha

(କକୁସ୍ଥ—ଅନ୍ୟରୂପ)

ସଂ. ବି. (ନାମ)— (କକୁତ+ସ୍ଥାନ ଧାତୁ=ରହିବା+କର୍ତ୍ତୃ. ଅ; ଯେ ବୃକ୍ଷରୂପଧାରୀ ଇନ୍ଦ୍ରଙ୍କ ଚୂଳରେ ବସି ଅସୁରଙ୍କୁ ବିନାଶ କରିଥିଲେ) —

ସୂର୍ଯ୍ୟବଂଶୀୟ ଜନୈକ ରାଜା — A king of the solar race of India.

[ଦ୍ର—ଏ ରାମାୟଣ—ବର୍ଣ୍ଣିତ ଭଗୀରଥଙ୍କ ପୁତ୍ର କିନ୍ତୁ ଭାଗବତରେ ଏହଋO୍କ ନାମ ରିପୁଞ୍ଜୟ]