କକୁଦାକ୍ଷ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କକୁଦାକ୍ଷ
ଉଚ୍ଚାରଣ: Kakudāksha

ସଂ. ବିଣ. ପୁଂ (କକୁଦ+ଅକ୍ଷ ଧାତୁ= ଧାରଣ କରିବା+ କର୍ତ୍ତୃ. ଅ) —

ରାଜଚିହ୍ନଧାରୀ —Holding the insignia of royalty.