କକୁଭ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କକୁଭ
ଉଚ୍ଚାରଣ: Kakubha

ସଂ. ବି. (କ=ବାୟୁ+ସ୍କୁମ୍ଭ ଧାତୁ+କର୍ତ୍ତୃ. ଅ) —

୧: ରାଗିଣୀବିଶେଷ — ୧. Name of a mode of music.

୨: ବୀଣାର ପ୍ରାନ୍ତରେ ଥିବା ବକ୍ର କାଠ —୨. A crooked piece of wood at the end of a lute.

୩: ବୀଣାର ଅଧଃସ୍ଥ ଲାଉତୁମ୍ବି —୩. A gourd-shell in the lower end of a lute or guitar.

୪: ଅର୍ଜୁନଗଛ —୪. A tree.

ବିମଳ କକୁରକଦମ୍ବ କକୁରକଦମ୍ବ ମଳିନ ରଭସେ—ଭ଼ଞ୍ଜ,ବୈଦେହୀଶବିଳାସ

୫: ବରଗଛ —୫. Banian tree.

ବର ଉନ୍ନତ ଉନ୍ନତ ଉପମା ବିହୀନ, ବିହିତ କରିଛି ବିହି କକୁର ବଚନ ଭଞ୍ଜ, ବୈଦେହୀଶବିଳାସ

୬: କୂଟଜ ବୃକ୍ଷ; ବଣମଲ୍ଲିଗଛ — ୬. Wild jasmine (plant).

୭: ପକ୍ଷିବିଶେଷ —୭. A species of birds.

ଦେ. ବି. —

ଦିଗ —Quarter of the globe.