କକୁଭ
ଦେଖଣା
କକୁଭ —
ଉଚ୍ଚାରଣ: Kakubha
ସଂ. ବି. (କ=ବାୟୁ+ସ୍କୁମ୍ଭ ଧାତୁ+କର୍ତ୍ତୃ. ଅ) —
୧: ରାଗିଣୀବିଶେଷ — ୧. Name of a mode of music.
୨: ବୀଣାର ପ୍ରାନ୍ତରେ ଥିବା ବକ୍ର କାଠ —୨. A crooked piece of wood at the end of a lute.
୩: ବୀଣାର ଅଧଃସ୍ଥ ଲାଉତୁମ୍ବି —୩. A gourd-shell in the lower end of a lute or guitar.
୪: ଅର୍ଜୁନଗଛ —୪. A tree.
ବିମଳ କକୁରକଦମ୍ବ କକୁରକଦମ୍ବ ମଳିନ ରଭସେ—ଭ଼ଞ୍ଜ,ବୈଦେହୀଶବିଳାସ
୫: ବରଗଛ —୫. Banian tree.
ବର ଉନ୍ନତ ଉନ୍ନତ ଉପମା ବିହୀନ, ବିହିତ କରିଛି ବିହି କକୁର ବଚନ ଭଞ୍ଜ, ବୈଦେହୀଶବିଳାସ
୬: କୂଟଜ ବୃକ୍ଷ; ବଣମଲ୍ଲିଗଛ — ୬. Wild jasmine (plant).
୭: ପକ୍ଷିବିଶେଷ —୭. A species of birds.
ଦେ. ବି. —
ଦିଗ —Quarter of the globe.