କକ୍ଖଟ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କକ୍ଖଟ
ଉଚ୍ଚାରଣ: Kakkhaṭa

(ଖକ୍ଖଟ—ଅନ୍ୟରୂପ)

ସଂ. ବିଣ. (କକ୍ଖ ଧାତୁ=ହସିବା+କର୍ମ. ଅଟେ) —

ଦୃଢ଼; କଠିନ; ଟାଣୁଆଁ —Hard.