କକ୍ଷଶାୟ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କକ୍ଷଶାୟ
ଉଚ୍ଚାରଣ: Kakshaṡāya

ସଂ. ବିଣ. (କକ୍ଷ+ଶୀ ଧାତୁ=ଶୋଇବା+କର୍ତ୍ତୃ. ଅ) —

ଯେ କକ୍ଷରେ ଶୟନ କରେ — One who sleeps in a room.

ସଂ. ବି. —

କୁକୁର —Dog.