କକ୍ଷସ୍ଥ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କକ୍ଷସ୍ଥ
ଉଚ୍ଚାରଣ: Kakshastha

ସଂ. ବିଣ. (କକ୍ଷ+ସ୍ଥା ଧାତୁ+କର୍ତ୍ତୃ. ଅ) —

୧: ପାର୍ଶ୍ବରେ ଅବସ୍ଥିତ — ୧. Placed on the flanks.

୨: କାଖ କରାୟାଇଥିବା; ୟାହାକୁ କେହି କାଖେଇଥାଏ — ୨. Carried between the arm and flank of the carrier.