କଖାରୁବଡ଼ି

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଖାରୁବଡ଼ି
ଉଚ୍ଚାରଣ: Kakhārubaṟḍ̠i
কুমুডারবডী कुम्हडेकाबरी

ଦେ. ବି. (ସଂ. କର୍କାରୁ+ବଟକ) —

୧: ପାଣିକଖାରୁକୁ କୋରି ଉକ୍ତ କୋରାକୁ ବାଟି, ବିରିବଟା ସଙ୍ଗେ ମିଶାଇ ଉତ୍ତମରୂପେ ଫେଣାଇ ମଣ୍ଡାପରି ତଋOରି କରା ୟାଇଥିବା ବଡ଼ ବଡ଼ ବଡ଼ି —୧. Balls of corn-paste mixed with flakes of pumpkin (used in preparing curry).

୨: (ଲକ୍ଷଣାର୍ଥ) (ବଟା ବିରି ଫେଣିଆ ହୋଇଥିବାରୁ କଖାରୁବଡ଼ିମାନ ଦେଖିବାକୁ ବଡ଼ କିନ୍ତୁ ପୋଲା; ହାତରେ ସାମାନ୍ୟରେ ମଳି ଦେଲେ ତାହା ଚୂନା ହୋଇଯାଏ; ଏହି ଲକ୍ଷଣାରୁ)— ଦେଖିବାକୁ ସୁନ୍ଦର କିନ୍ତୁ ଅୟୋଗ୍ୟ ବ୍ୟକ୍ତି ବା ବସ୍ତୁ — ୨. A good-looking but worthless person.

ଦେଖନ୍ତେ ସୁନ୍ଦର କଖାରୁବଡ଼ି—ଢଗ