କଖାରୁ ଫୁଲ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଖାରୁ ଫୁଲ
ଉଚ୍ଚାରଣ: Kakhāṛu phula
গুডকুমড়ার ফুল कुम्हड़ेकाफुल

ଦେ. ବି. —

୧: କଖାରୁ ଲତାରେ ଫୁଟିବା ଫୁଲ — ୧. The flower of the creeper of gourd.

[ଦ୍ର—ଏକା କଖାରୁ ଲତାରେ ମାଈ ଓ ଅଣ୍ଡିରା ଦୁଇ ପ୍ରକାର ଫୁଲ ଫୁଟେ ମାଈ ଫୁଲର ମୂଳରେ ଗୁମା ହୋଇ ଫଳ ଧରେ ଓ ଫଳଟି ବଢ଼ିବା ସଙ୍ଗେ ସଙ୍ଗେ ତା ଅଗରେ ଥିବା ଫୁଲ ଶୁଖି ସେମଟିଯାଏ, ପାଣି— କଖାରୁର ଫୁଲ ଫକାହଳଦିଆ; ବୋଇତିକଖାରୁ— ଫୁଲ ତୋଫାହଳଦିଆ କଖାରୁଫୁଲରେ ଏକ ପ୍ରକାର ସୁନ୍ଦର କିନ୍ତୁ ଅତି ଦୁର୍ଗନ୍ଧଯୁକ୍ତ 'ପାରୁଡ଼ାପୋକ' ବସନ୍ତ]

୨: (ଲକ୍ଷଣାର୍ଥ) (କଖାରୁଫୁଲର ଗନ୍ଧ ନ ଥିବାରୁ)—କଖାରୁ— ଫୁଲ ପରି ଦେଖିବାକୁ ସୁନ୍ଦର ମାତ୍ର ଗୁଣହୀନ ବ୍ୟକ୍ତି — ୨. A person who is fine to look at but good-for-nothing; a fair-looking worthless person.

ଆହେ ରସିକ, କଖାରୁଫୁଲକୁ ପାରୁଡ଼ାପୋକ—ଢଗ