କଖେଇବା
ଦେଖଣା
କଖେଇବା —
ଉଚ୍ଚାରଣ: Kakheibā
ପ୍ରାଦେ. (ସମ୍ବଲପୁର) କ୍ରି —
କାଖେଇବା; କାଖକରିବା; ଶିଶୁମାନଙ୍କୁ କଡ଼ପାଖ ଅଣ୍ଟାରେ ଘୋଡ଼ାରେ ଚଢ଼ିଲା ପରି ବସାଇ ତାଙ୍କୁ ବାହୁବେଷ୍ଟନ କରି ଧରିବା — To carry a child on the flanks.