କଙ୍କ
କଙ୍କ —
ଉଚ୍ଚାରଣ: Kaṇka
ସଂ. ବି. (କଙ୍କ୍ ଧାତୁ=ୟିବା+କର୍ତ୍ତୃ. ଅ) —
୧: ବକ; ବଗ (ପକ୍ଷୀ) — ୧. Egret (bird).
୨: ବଢ଼ିଆକାଙ୍କ ପକ୍ଷୀ —୨. Flamingo.
୩: ହାଡ଼ଗିଳା ପକ୍ଷୀ (ପ୍ରକୃତିବାଦ) — ୩. Adjutant crane.
୪: ଛଦ୍ମବେଶୀ ବ୍ରାହ୍ମଣ; ଛଳ ବ୍ରାହ୍ମଣ — ୪. A masked Brāhmaṇa
ବହିକଙ୍କରୂପେ ୟଇଁ କେ ତୁମ୍ଭେ ପଚାର—ଭଞ୍ଜ. ବୈଦେହୀଶବିଳାସ
୫: କୃତାନ୍ତ; ୟମ —୫. The God of Death.
୬: (ନାମ) ଅଜ୍ଞାତବାସ କାଳରେ ବିରାଟରାଜାଙ୍କ ପୁରରେ ୟୁଧିଷ୍ଠିର ଧାରଣ କରିଥିବା ନାମ —୬. Name assumed by J̄udhishṭhira while in sojoụrn at the house of king Birāṭa.
୭: କ୍ଷତ୍ରିୟ —୭. A person of the Hindu-warrior class.
୮: କଂସାସୁରଙ୍କ ଭାଇ; ଉଗ୍ରସେନଙ୍କ ପୁତ୍ର — ୮. A brother of Kaṃsa.
୯: (ନାମ) ରାମାୟଣବର୍ଣ୍ଣିତ ଦୈତ୍ୟବିଶେଷ — ୯. A demon said of in the Rāmāyaṇa.
ପ୍ରାଦେ. (ସିଂହଭୂମ) ବି —
କାଙ୍କ (ଦେଖ) Kāṇka (See)
ସଂ. ବିଣ. —
ସୁଖଦାୟୀ (ପ୍ରକୃତିବାଦ) — Giving pleasure.
ଉଚ୍ଚାରଣ
[ସମ୍ପାଦନା]କଙ୍କ | (file) |