କଙ୍କଡ଼େଇ ଧରିବା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଙ୍କଡ଼େଇ ଧରିବା
ଉଚ୍ଚାରଣ: Kaṇkaṟḍ̠ei dharibā
কাঙ্কড়ান

ଦେ. କ୍ରି. —

କଙ୍କଡ଼ା ସବୁ ଗୋଡ଼ରେ ଯେପରି କୌଣସି ବସ୍ତୁକୁ ଚାପି ଧରେ, ସେହିପରି ୟାବୁଡ଼ି ଧରିବା —To hold very tightly as with a vice.