କଙ୍କଣବାସୀ ବ୍ରାହ୍ମଣ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଙ୍କଣବାସୀ ବ୍ରାହ୍ମଣ
ଉଚ୍ଚାରଣ: Kaṅkaṇabāsī Brāhmaṇa

ସଂ. ବି. —

ଦକ୍ଷିଣାପଥର ଏକ ଶ୍ରେଣୀୟ ବ୍ରାହ୍ମଣ — A class of Brāhmaṇas in South India.

[ଦ୍ର—ଏମାନେ ମହାରାଷ୍ଟ୍ରୀୟ ବ୍ରାହ୍ମଣମାନଙ୍କ ମଧ୍ୟରେ ଉନ୍ନତ ଏମାନଙ୍କ ଅବସ୍ଥା ପ୍ରଥମେ ବଡ଼ ଶୋଚନୀୟ ଥିଲା ୧୭୧୫: ଖ୍ରୀଷ୍ଟାବ୍ଦରୁ ପେଶବା ବାଲାଜିବିଶ୍ବନାଥଙ୍କ ଅଭ୍ୟୁଦୟରେ ଏମାନଙ୍କର ଉନ୍ନତି ଆରମ୍ଭ ହେଲା ବାଲାଜିବିଶ୍ବନାଥ ଏହି ଶ୍ରେଣୀୟ ବ୍ରାହ୍ମଣ ଥିଲେ ସ୍କନ୍ଦ ପୁରାଣରେ ଲିଖିତ ଅଛି ଯେ ଏମାନେ ପରଶୁରାମଙ୍କ ସୃଷ୍ଟ ବ୍ରାହ୍ମଣ ଏମାନଙ୍କ ମଧ୍ୟରେ ବର୍ତ୍ତମାନ ଅନେକ ଶାସ୍ତ୍ରବିଦ୍ ଓ ବେଦଜ୍ଞ ବ୍ରାହ୍ମଣ ଦେଖାୟାନ୍ତି ଅଧିକାଂଶ ସରକାରୀ ଚାକିରୀ ଓ ଦେଶୀୟ ରାଜ୍ୟର ମନ୍ତ୍ରୀତ୍ବ ଏମାନଙ୍କର ଏକଚଟିୟା (ପ୍ରକୃତିବାଦ)]