କଙ୍କଣ୍ ପର୍ କପଟା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଙ୍କଣ୍ ପର୍ କପଟା
ଉଚ୍ଚାରଣ: Kaṇkaṇ par kapaṭā

ପ୍ରାଦେ. (ସମ୍ବଲପୁର) ବି. (ହି. କେଙ୍ଗଟା) —

ସ୍ତ୍ରୀ ଲୋକଙ୍କର ପିନ୍ଧିବା ଏକପ୍ରକାର ଚଉଡ଼ାଧଡ଼ିଆ ଖଦି — A coarse cloth of broad rim and small breadth worn by woman.