କଙ୍କତଦେହୀ
ଦେଖଣା
କଙ୍କତଦେହୀ —
ଉଚ୍ଚାରଣ: Kaṅkatadehī
ସଂ. ବି. (ଜୀବବିଜ୍ଞାନ ପରିଭାଷା; ଆଧୁନିକ ପ୍ରୟୋଗ) —
ପାନିଆ ଦାନ୍ତପରି କଣ୍ଟାଦ୍ବାରା ଆବୃତ ଗୋଲାକାର କୋମଳାଙ୍ଗ ସାମୁଦ୍ରିକଜୀବବିଶେଷ (ଜ୍ଞାନେନ୍ଦ୍ର) — Ctenophore.