କଙ୍କପକ୍ଷୀ
ଦେଖଣା
କଙ୍କପକ୍ଷୀ —
ଉଚ୍ଚାରଣ: Kaṅkapakshī
ସଂ. ବି. —
ପକ୍ଷୀବିଶେଷ; ବଢ଼ିଆକାଙ୍କ — Flamingo.
ଦେ. ବି. (ଏହାର ପଚ୍ଛରେ କଙ୍କପକ୍ଷ ଯୁକ୍ତ ହୋଇଥିବାରୁ) —
ବାଣବିଶେଷ —A sort of arrow.
କଙ୍କପକ୍ଷୀ ଲୌହ ଶର ଆଉ ତୀକ୍ଷ୍ମ ମୁନା ସାରଳା. ମହାଭାରତ
କଙ୍କପକ୍ଷୀ —
ଉଚ୍ଚାରଣ: Kaṅkapakshī
ସଂ. ବି. —
ପକ୍ଷୀବିଶେଷ; ବଢ଼ିଆକାଙ୍କ — Flamingo.
ଦେ. ବି. (ଏହାର ପଚ୍ଛରେ କଙ୍କପକ୍ଷ ଯୁକ୍ତ ହୋଇଥିବାରୁ) —
ବାଣବିଶେଷ —A sort of arrow.
କଙ୍କପକ୍ଷୀ ଲୌହ ଶର ଆଉ ତୀକ୍ଷ୍ମ ମୁନା ସାରଳା. ମହାଭାରତ