କଙ୍କପକ୍ଷୀ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଙ୍କପକ୍ଷୀ
ଉଚ୍ଚାରଣ: Kaṅkapakshī

ସଂ. ବି. —

ପକ୍ଷୀବିଶେଷ; ବଢ଼ିଆକାଙ୍କ — Flamingo.

ଦେ. ବି. (ଏହାର ପଚ୍ଛରେ କଙ୍କପକ୍ଷ ଯୁକ୍ତ ହୋଇଥିବାରୁ) —

ବାଣବିଶେଷ —A sort of arrow.

କଙ୍କପକ୍ଷୀ ଲୌହ ଶର ଆଉ ତୀକ୍ଷ୍ମ ମୁନା ସାରଳା. ମହାଭାରତ