କଙ୍କା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଙ୍କା
ଉଚ୍ଚାରଣ: Kaṅkā

ସଂ. ବି. ସ୍ତ୍ରୀ —

୧: (ନାମ) ଉଗ୍ରସେନଙ୍କ କନ୍ୟା (ଏ ବସୁଦେବଙ୍କ ଭାଇଙ୍କୁ ବିବାହ କରିଥିଲେ) — ୧. The daughter of Ugrasena.

୨: ଶ୍ରୀଖଣ୍ଡ; ଶ୍ବେତଚନ୍ଦନ —୨. White sandal.

ସଂ. ବିଣ. ସ୍ତ୍ରୀ. (କଙ୍କ+ଆ) —

ସୁଖଦାୟିନୀ (ପ୍ରକୃତିବାଦ) — Giving pleasure or happiness.