କଙ୍କାଳୀ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଙ୍କାଳୀ
ଉଚ୍ଚାରଣ: Kaṅkāḻī

ଦେ. ବି. ସ୍ତ୍ରୀ. (ସଂ. କଙ୍କାଳ+ଈ) —

୧: କଙ୍କାଳମାଳିନୀ (ଦେଖ) ୧. Kaṅkāḻamāḻinī (See)

ଚାମଣ୍ଡା ଚର୍ଚ୍ଚିକା ଆଉ କଙ୍କାଳୀ ବୋତାଳୀ—ସାରଳା ମହାଭାରତ, ଋO୍ୟୋଗ

୨: ଶରବିଶେଷ —୨. A kind of arrow.

ପାତାଳରେ ଥିଲା ପରି କଙ୍କାଳୀ ବୋତାଳୀ—ସାରଳା ମହାଭାରତ, ଉଦ୍ୟୋଗ

(କଙ୍କାଳିନୀ—ସ୍ତ୍ରୀ)  

ସଂ. ବିଣ. ପୁଂ. (କଙ୍କାଳ+ଇନ୍; ୧: ମା. ୧: ବ.) —

ଯେଉଁ ଜୀବର କଙ୍କାଳ ଅଛି — Having skeleton or ribs.