କଙ୍କୁଷ୍ଠ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଙ୍କୁଷ୍ଠ
ଉଚ୍ଚାରଣ: Kaṅkushṭha

ସଂ. ବି. (କଙ୍କୁ+ସ୍ଥା ଧାତୁ+ଅ) —

୧: ହରିତାଳବର୍ଣ୍ଣର ପାଷାଣବିଶେଷ (ଜ୍ଞାନେନ୍ଦ୍ର) — ୧. A kind of yellow stone.

୨: ହିମାଳୟପ୍ରଦେଶସ୍ଥ ହରିତାଳ ପରି ପୀତବର୍ଣ୍ଣ ମୃତ୍ତିକାବିଶେଷ — ୨. A kind of yellow soil found in the Himalayan regions.

[ଦ୍ର—ଏ ମୃତ୍ତିକା ଦୁଇ ପ୍ରକାରର ଏକ ପ୍ରକାରର ବର୍ଣ୍ଣ ଧଳା, ଏହାକୁ ତାରପ୍ରଭା ବୋଲାଯାଏ; ଅନ୍ୟ ପ୍ରକାରର ପୀତବର୍ଣ୍ଣ, ଏହାକୁ ସ୍ବର୍ଣ୍ଣପ୍ରଭା ବୋଲାଯାଏ ସ୍ବର୍ଣ୍ଣପ୍ରଭା କଙ୍କୁଷ୍ଠ ଶ୍ରେଷ୍ଠ ଏହାକୁ ଶୋଧିତ କରି ବ୍ୟବହାର କଲେ କଫ, ବାୟୁ, ବ୍ରଣ ଓ ଶୂଳରୋଗର ହିତକର ହୁଏ—ପ୍ରକୃତିବାଦ]