କଙ୍ଖାର୍

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଙ୍ଖାର୍
ଉଚ୍ଚାରଣ: Kaṅkhār

ପ୍ରାଦେ. (ସମ୍ବଲପୁର) ବି. (ସଂ. କର୍କାରୁ) —

ପାଣିକଖାରୁ — White gourd.

[ଦ୍ର—ଲରିଆ ଭାଷାରେ ଏହାକୁ କୁହ୍ମୁଡ଼ା କହନ୍ତି ଏବଂ ସମ୍ବଲପୁରରେ ବୋଇତିକଖାରୁକୁ ମାଖନ କହନ୍ତି]