କଙ୍ଗୁ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଙ୍ଗୁ
ଉଚ୍ଚାରଣ: Kaṅgu

ସଂ. ବି. —

ଧନ୍ୟବିଶେଷ — A kind of paddy like grass; panicum ltalicum.

[ଦ୍ର—ଏହି ଧାନ୍ୟ ଶ୍ୟାମଳ (ଶୁଆଁ), ଚୀନକ (ଚୀନା), କଟ (କଡ଼ମା) ଓ କୋଦ୍ରବ (କୋଦୁଅ) ଭେଦରେ ଏବଂ ଶ୍ବେତ, ପୀତ, କୃଷ୍ଣ ଓ ରକ୍ତବର୍ଣ୍ଣ ଭେଦରେ ଚାରି ପ୍ରକାର ବଂଶବୀଜ ଓ ଶରୋଦ୍ଭୋବ ଭେଦରେ କୋଦ୍ରବ ଧାନ୍ୟ ଦୁଇ ପ୍ରକାର—ଜ୍ଞାନେନ୍ଦ୍ର]