Jump to content

କଙ୍ଗ୍ରେସ୍

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଙ୍ଗ୍ରେସ୍
ଉଚ୍ଚାରଣ: Kaṅgres

ବୈଦେ. ବି. (ଇଂ. କଙ୍ଗ୍ରେସ୍ସ) —

୧: ଜାତୀୟ ମହାସଭା — ୧. National gathering.

୨: ଭାରତ ଜାତୀୟ ମହାସଭା — ୨. The Indian National Congress.