କଚଟା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଚଟା
ଉଚ୍ଚାରଣ: Kachaṭā

ପ୍ରାଦେ. (ଗଡ଼ଜାତ) ବି. —

ପିଣ୍ଡାର ଖମ୍ବ ଓ କାନ୍ଥର ମଝିରେ ଥିବା ଖମ୍ବ ମଧ୍ୟରେ ଦିଆ ୟାଇଥିବା ଆଡ଼କାଠ — Cross-bar joining a veranda-pillar with the wall-pillar.