କଚରଙ୍ଗା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଚରଙ୍ଗା
ଉଚ୍ଚାରଣ: Kacharaṅgā
কাঁচড়াঘাস निसिगा; गद्दितिरिया; जलपिपर ଅନ୍ୟ ସଂ. ନାମ—ଜଳତଣ୍ଡୁଳୀୟ;

ଜଳଭୁ; ଲାଙ୍ଗଳୀ; ତୋୟିପିପ୍ପଳୀ;

ଶାରଦୀ; ଶକୁଳାଦନୀ; ମତ୍ସ୍ୟାଗନ୍ଧା;

ଜଳପିପ୍ପଳୀ; ମତ୍ସ୍ୟାଦନୀ

ମ. ଜଳପୁସ୍ପଳୀ

ଗୁ. ରତନେଲିୟୋ

ଫା. ପୀପଲଆବୀ

ଆ. ଫିଲ୍ଫିଲ୍ମାୟ୍

ଦେ. ବି. (ସଂ. କଞ୍ଚଟ) —

ଏକ ପ୍ରକାର ଜଳଜ ଶାକ; ଘୋଡ଼ା କନଶିରି ଶାଗ —A creeping herb growing at the edge of water; Purple Lippia; Lippia Nodifiora.

[ଦ୍ର—ଏହାର ପତ୍ର ଲମ୍ବା ଓ ଓସାର ଚାରି ଆଙ୍ଗୁଳି; ଫୁଲ ନେଳିଆ; ଏହାର ପତ୍ର ପିତା; ଏହା ଅତିସାରନାଶକ ଏହା ହୃଦୟ— ଗ୍ରାହୀ, ଚକ୍ଷୁର ହିତକର, ଶୁକ୍ର— ବର୍ଦ୍ଧକ, ଲଘୁ, ଧାରକ, ଶୀତବୀର୍ୟ୍ୟ, ରୁକ୍ଷ, କଟୁତଷାୟ, କଟୁବିପାକ, ରୁଚିକାରକ, ଅଗ୍ନିବର୍ଦ୍ଧକଚ, ରକ୍ତ— ଦୋଷ, ଦାହ ଓ ବ୍ରଣନାଶକ]