କଚର୍ କଚର୍ କରିବା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଚର୍ କଚର୍ କରିବା
ଉଚ୍ଚାରଣ: Kachar kachar karibā
কচকচকরা कचकचाना

ପ୍ରାଦେ. (ସମ୍ବଲପୁର) କ୍ରି —

୧: ବିରକ୍ତ କରିବା — ୧. To trouble; to vex.

୨: ଉପର୍ୟ୍ୟୁପରି ଅଳି କରି ବିରକ୍ତ କରିବା — ୨. To trouble with importunity.