କଚାକଚି

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଚାକଚି
ଉଚ୍ଚାରଣ: Kachākachi

ସଂ. କ୍ରି. ବିଣ. (କଚ=ବାଳ+କଚ+ବ୍ୟତିହାରାର୍ଥେ ଇ, ବ୍ୟତିହାର ବହୁବ୍ରୀହି) —

କେଶାକେଶି; ପରସ୍ପର କେଶ ଓଟରାଓଟରି କରି (ଯେଉଁ ୟୁଦ୍ଧ ହୁଏ) — Pulling each other's hair.

ଦେ. ବି. —

୧: ଭଲକରି କାଚିବା; ବାରମ୍ବାର କାଚିବା — ୧. Repeated dashing or beating.

୨: ପରସ୍ପରକୁ କଚିବା — ୨. Mutual dashing.

ମୁଷ୍ଟାମୁଷ୍ଟି, ମୁଥାମୁଥି, କଚାକଚା ରତି ଗଡ଼ିଲେ ଅବନୀତକେ ବେନି ରଣଗୋଳେ—ରାଧାନାଥ, ମହାୟାତ୍ରା

୩: ନାନା ବସ୍ତୁକୁ କଚିବା ବା କଚାଡ଼ିବା — ୩. Dashing down of many things.