Jump to content

କଚାଡ଼ିବା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଚାଡ଼ିବା
ଉଚ୍ଚାରଣ: Kachāṟḍ̠ibā
কাছাড় দেওয়া प़टकना

ଦେ. କ୍ରି —

୧: ଉର୍ଦ୍ଧ୍ଵକୁ ଟେକି ଜୋରରେ ତଳକୁ ନିକ୍ଷେପ କରିବା —୧. To throw down with force; to dash down.

ଦମ୍ଭରେ ଦମ୍ଭୋଳି କଚାଡ଼ୁ ମୋ ଦୁଃଖଗିରି ଶିରେ କବିସୂର୍ଯ୍ୟ—ସଙ୍ଗୀତ

୨: (ମେଘ ବରଷିବାରେ ମାତ୍ରେ ପ୍ରୟୋଗ) ମୁଷଳ ଧାରାରେ ବର୍ଷିବା —୨. To rain cats and dogs.

(ଯଥା— ଆଜି ମେଘ ଶିଳଶାଳ ପଥର କଚାଡ଼ିଲା)